ଟାଟା ପାୱାର ପକ୍ଷରୁ ଉପଭୋକ୍ତା ପୁରସ୍କୃତ
ପାଟଣା: ଟାଟା ପାୱାର ପକ୍ଷରୁ ପାଟଣା ବ୍ଲକ ଅଞ୍ଚଳର ଉପଭୋକ୍ତା ମାନଙ୍କ ମଧ୍ୟରୁ ଗତ ଆର୍ଥିକ ବର୍ଷରେ ପ୍ରତ୍ୟେକ ମାସ ସଠିକ ସମୟରେ ବିଦ୍ୟୁତ ଦେୟ ପଇଠ କରିଥିବା ଉପଭୋକ୍ତାଙ୍କ ମଧ୍ୟରୁ ୫ ଜଣଙ୍କୁ ଲଟେରୀ ମାଧ୍ୟମରେ ଚୟନ କରାଯାଇଥିଲା। ଆଜି ସେହି ୫ଜଣ ଉପଭୋକ୍ତାଙ୍କୁ ଟାଟା ପାୱାର ମୋବାଇଲ ଉପହାର ଦେଇ ପୁରସ୍କୃତ କରିଛି। ପୁରସ୍କାର ବିତରଣ ଉତ୍ସଵରେ ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ଜିପିଡିଓ ରଶ୍ମିରେଖା ମହାନ୍ତି, ଟାଟା ପାୱାର ବାଣିଜ୍ୟିକ ମୁଖ୍ୟ ନବୀନ … Continue reading ଟାଟା ପାୱାର ପକ୍ଷରୁ ଉପଭୋକ୍ତା ପୁରସ୍କୃତ
Copy and paste this URL into your WordPress site to embed
Copy and paste this code into your site to embed