ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମାଧାନ କେବେ

ଭୁବନେଶ୍ବର: ରାଜ୍ୟ ସରକାର ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କ ପାଇଁ କିଛି ନା କିଛି ଘୋଷଣା କରୁଥିବା ବେଳେ ବାହ୍ୟ ଠିକା କର୍ମଚାରୀ (ଆଉଟସୋର୍ସିଂ)ଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। ତେବେ ସଂପୃକ୍ତ ବର୍ଗର କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରାଯିବା ସହିତ କିଭଳି ଦାୟିତ୍ବ ହସ୍ତାନ୍ତର କରାଯିବ ସେ ଦିଗରେ ସରକାର ବିଚାର କରୁଛନ୍ତି ବୋଲି ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଜଣାଯାଇଛି। ମୁଖ୍ୟସଚିବ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ … Continue reading ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମାଧାନ କେବେ