ଓଲଟିଲା ଟ୍ୟାଙ୍କର, ଗ୍ୟାସ୍ ନିର୍ଗତ ହେଉଥିବା ନେଇ ଲୋକେ ଆତଙ୍କିତ
ଡେସ୍କ: ବାଲେଶ୍ୱର ସୋରଖନ୍ତାପଡ଼ା ଭଗତପୁର ଗାଁ ରାସ୍ତା ପାର୍ଶ୍ୱ ବିଲ ମଧ୍ୟକୁ ଏକ ରାସାୟନିକ ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ସେହି ଟ୍ୟାଙ୍କରରେ ହାଇଡ୍ରୋ କ୍ଲୋରାଇଡ୍ ଏସିଡ୍ ଥିବା ସୂଚନା ମିଳିଛି। ଟ୍ୟାଙ୍କରଟି ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟି ପଡିଥିବା ଜଣାପଡିଛି। ତେବେ ସେଥିରୁ ଗ୍ୟାସ ନିର୍ଗତ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଓଲଟିଲା ଟ୍ୟାଙ୍କର, ଗ୍ୟାସ୍ ନିର୍ଗତ ହେଉଥିବା ନେଇ ଲୋକେ ଆତଙ୍କିତ pic.twitter.com/qin93jrlsc — Samaja Live (@samajalive) … Continue reading ଓଲଟିଲା ଟ୍ୟାଙ୍କର, ଗ୍ୟାସ୍ ନିର୍ଗତ ହେଉଥିବା ନେଇ ଲୋକେ ଆତଙ୍କିତ
Copy and paste this URL into your WordPress site to embed
Copy and paste this code into your site to embed