୪୪ ଡ଼ିଗ୍ରୀ ଉପରେ ୧୫ ସହର, ବାରିପଦାରେ ରେକର୍ଡ ତାପମାତ୍ରା ୪୬.୪

ଡେସ୍କ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ ଉପରେ ରହିଛି। ତେବେ ବାରିପଦାରେ ସର୍ବାଧିକ ତାପମାତ୍ରା ୪୬. ୪ ଡ଼ିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ୱରରେ ୪୬ ଡ଼ିଗ୍ରୀ ଏବଂ ଭୁବନେଶ୍ୱର ୪୫.୪ ଡ଼ିଗ୍ରୀ ତାପମାତ୍ରା ରହିଥିବା ଜଣାପଡିଛି। https://samajalive.in/india-t20-world-cup-squad-2024-declared-1323232/556988.html ସୂଚନା ମୁତାବକ, ରାଜ୍ୟରରେ ଆଜି ୨୯ଟି ସହରରେ ତାପମାତ୍ରା ୪୨ ଡ଼ିଗ୍ରୀରୁ ଅଧିକ ରହିଛି। ୪୪ ଡିଗ୍ରୀ ଉପରେ ବାରିପଦା, … Continue reading ୪୪ ଡ଼ିଗ୍ରୀ ଉପରେ ୧୫ ସହର, ବାରିପଦାରେ ରେକର୍ଡ ତାପମାତ୍ରା ୪୬.୪