୧୮ରୁ ୨୦ ସତର୍କ ଘଣ୍ଟି, ଗ୍ରୀଷ୍ମ ଲହରୀ ଛୁଇଁବ ୪୫ ଡ଼ିଗ୍ରୀ ତାପମାତ୍ରା

ଡେସ୍କ: ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଆସନ୍ତା ୧୮ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀ ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ବିଭାଗ କହିଛି, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ରୁ ୩ ଡ଼ିଗ୍ରୀ ଯାଏଁ … Continue reading ୧୮ରୁ ୨୦ ସତର୍କ ଘଣ୍ଟି, ଗ୍ରୀଷ୍ମ ଲହରୀ ଛୁଇଁବ ୪୫ ଡ଼ିଗ୍ରୀ ତାପମାତ୍ରା