ସରିଲା ପ୍ରଚାର, ମେ’ ୨୫କୁ ଅପେକ୍ଷା

ଡେସ୍କ: ଗୁରୁବାର ସନ୍ଧ୍ୟାରେ ଓଡ଼ିଶାର ୬ଟି ଲୋକସଭା ଆସନ ପାଇଁ ପ୍ରଚାର ଶେଷ ହୋଇଛି। ସାଧାରଣ ନିର୍ବାଚନ ସହିତ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ୪୨ଟି ବିଧାନସଭା ଆସନରେ ମଧ୍ୟ ମେ’ ୨୫ତାରିଖରେ ମତଦାନ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ଭର୍ତ୍ତୃହରି ମହତାବ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ … Continue reading ସରିଲା ପ୍ରଚାର, ମେ’ ୨୫କୁ ଅପେକ୍ଷା