ଡାକ୍ତରଙ୍କୁ ନିର୍ଦ୍ଦେଶ: ଅକ୍ଷର ପଢି ନହେଲେ…
ଭୁବନେଶ୍ୱର: ଡାକ୍ତରମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଡାକ୍ତରୀ ଚିଠା, ପିଏମ୍ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାପିଟାଲ ଲେଟର, ଟାଇପ୍ କିମ୍ବା ଗୋଲ୍ ଗୋଲ୍ ଅକ୍ଷରରେ ଲେଖିବାକୁ ନିର୍ଦ୍ଦେଶ ରହିଛି। ଏପରିକି ଲେଖା ଏମିତି ହେବା ଦରକାର ଯେମିତି ପଢିବାରେ କିଛି ସମସ୍ୟା ଉପୁଜୁନଥିବ ବୋଲି ନିର୍ଦ୍ଦେଶନାମାରେ ଲେଖାଯାଇଛି। ଡାକ୍ତରଙ୍କ ହାତଲେଖା ପ୍ରେସକ୍ରିପସନ ଅନେକ ସମୟରେ ସାଧାରଣ … Continue reading ଡାକ୍ତରଙ୍କୁ ନିର୍ଦ୍ଦେଶ: ଅକ୍ଷର ପଢି ନହେଲେ…
Copy and paste this URL into your WordPress site to embed
Copy and paste this code into your site to embed