ସାଧାରଣ ଲୋକଙ୍କ ସ୍ୱାର୍ଥରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ – ମୁଖ୍ୟମନ୍ତ୍ରୀ

ଡେସ୍କ: ଓଡିଶାବାସୀଙ୍କ ପାଇଁ ବଜେଟ ଆଗତ ହେବ ତେଣୁ ସେମାନଙ୍କ ସ୍ୱାର୍ଥରେ ରାଜ୍ୟ ବଜେଟ ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶେଷଜ୍ଞ ଏବଂ ବୁଦ୍ଧିଜୀବିମାନେ ଅଂଶଗ୍ରହଣ କରି ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ନେଇ ନିଜ ନିଜର ମତ ଉପସ୍ଥାପନ କରିଛନ୍ତି। ସାଧାରଣ ଲୋକଙ୍କ ସ୍ୱାର୍ଥରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ – ମୁଖ୍ୟମନ୍ତ୍ରୀ … Continue reading ସାଧାରଣ ଲୋକଙ୍କ ସ୍ୱାର୍ଥରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ – ମୁଖ୍ୟମନ୍ତ୍ରୀ