ଘରେ ଶୋଇଥିବା ବେଳେ ତଣ୍ଟି କାଟି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା, ସନ୍ଦେହ ଘେରରେ ସଢୁ

ନାକଟିଦେଉଳ: ଘର ଭିତରେ ଶୋଇ ଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା। ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରି ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସାମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ତଥା ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଂଚାୟତର ପାଣ୍ଡୁରିଶୀଳା ଗ୍ରାମରେ। ଶନିବାର ରାତିରେ ଏହି ଘଟଣା ଘଟିଛି। ମୃତ ସ୍ୱାମୀ ସ୍ତ୍ରୀ ହେଲେ ପାଣ୍ଡୁରିଶୀଳା ଗ୍ରାମର ଆବ୍ରହମ କୁଜୁର ଏବଂ କୁଆଁରୀ କୁଜୁର। ରବିବାର … Continue reading ଘରେ ଶୋଇଥିବା ବେଳେ ତଣ୍ଟି କାଟି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା, ସନ୍ଦେହ ଘେରରେ ସଢୁ