ନୂଆଦିଲ୍ଲୀ: ଡିସେମ୍ବର ତୃତୀୟ ସପ୍ତାହରେ ଭଙ୍ଗାଯିବ ଓଡିଶା ଭବନ। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଚି। ୧୯୮୦ ମସିହାରେ ନିର୍ମାଣ ହୋଇଥିବା ଚାଣକ୍ୟପୁରୀସ୍ଥିତ ଓଡିଶା ଭବନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ନୂଆଦିଲ୍ଲୀ ପୌର ପରିଷଦର ସୂଚନା ପରେ ଏହାର ଅଡିଟ୍ କରାଯାଇଥିଲା। ଏହାପରେ ଚଳିତ ମାସରେ ଗୃହ ବିଭାଗ ଦ୍ଵାରା ଓଡିଶା ଭବନକୁ ବିପଦ ସଙ୍କୁଳ ବୋଲି ଘୋଷଣା କରାଯାଇଥିଲା। ତେବେ ଏହାକୁ ଭାଙ୍ଗି ନୂଆ କୋଠା ନିର୍ମାଣ କରାଯିବ। ରାଜ୍ୟ … Continue reading ଡିସେମ୍ବରରେ ଭଙ୍ଗାଯିବ ଓଡିଶା ଭବନ
Copy and paste this URL into your WordPress site to embed
Copy and paste this code into your site to embed