୫ ବର୍ଷରେ ବିଦେଶରେ ପ୍ରାଣ ହରାଇଛନ୍ତି ରାଜ୍ୟର ୩୧ ଶ୍ରମିକ

ଡେସ୍କ: ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଇ ପ୍ରାୟ ୧୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ବିଦେଶକୁ କାମ କରିବାକୁ ଯାଇ ୩୧ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ବିଜେଡି ବିଧାୟକ ସନତାନ ମହାକୁଡ଼ଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ମୃତ ୩୧ ଜଣ ଶ୍ରମିକଙ୍କ ମରଶରୀର ମଧ୍ୟରୁ କେବଳ ୮ ଜଣଙ୍କ ମୃତଦେହ ରାଜ୍ୟକୁ … Continue reading ୫ ବର୍ଷରେ ବିଦେଶରେ ପ୍ରାଣ ହରାଇଛନ୍ତି ରାଜ୍ୟର ୩୧ ଶ୍ରମିକ