ଓଡ଼ିଶା ବିଧାନସଭା ନିର୍ବାଚନ – ଜାଣନ୍ତୁ କେଉଁଠି କେଉଁଦିନ

ଡେସ୍କ: ନିର୍ବାଚନ କମିଶନ ଆଜି ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ସେହି ଘୋଷଣା ଅନୁଯାୟୀ, ଓଡ଼ିଶାରେ ବିଧାନସଭା ଲାଗି ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୧୪୭ଟି ବିଧାନସଭା ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩ରେ ୨୮ଟି, ମେ’ ୨୦ରେ ୩୫ଟି, ମେ’ ୨୫ରେ ୪୨ଟି ଓ ଜୁନ୍‌ ୧ରେ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଜୁନ … Continue reading ଓଡ଼ିଶା ବିଧାନସଭା ନିର୍ବାଚନ – ଜାଣନ୍ତୁ କେଉଁଠି କେଉଁଦିନ