ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ – ମୁଖ୍ୟ ନିର୍ବାଚନ ଅଧିକାରୀ

ଡେସ୍କ: ମେ’ ୨୫ରେ ହେବାକୁ ଥିବା ନିର୍ବାଚନ ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସେ କହିଛନ୍ତି, ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିଲାଗି ୧୨୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ ହେବେ। ଷ୍ଟ୍ରଙ୍ଗ୍‌ରୁମ୍ ବ୍ୟତୀତ ଏହି ଫୋର୍ସ ମାନଙ୍କୁ ୨ ହଜାର ପୋଲିଂ ଷ୍ଟେସନ୍ ସ୍ଥଳରେ ନିୟୋଜିତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ … Continue reading ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ – ମୁଖ୍ୟ ନିର୍ବାଚନ ଅଧିକାରୀ