ପରମାଣୁ ଶକ୍ତି ଆୟୋଗର ନୂଆ ଅଧ୍ୟକ୍ଷ ଅଜିତ ମହାନ୍ତି

ଭୁବନେଶ୍ବର: ଆଉ ଜଣେ ଓଡ଼ିଆଙ୍କୁ ସର୍ବଭାରତୀୟ ସ୍ତରରେ ଗୁରୁତ୍ବ। ଡ.ଅଜିତ ମହାନ୍ତିଙ୍କୁ ପରମାଣୁ ଶକ୍ତି ଆୟୋଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଡ.ଅଜିତ ମହାନ୍ତି ପରମାଣୁ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ରୁ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦେଶକ ଭାବେ କାର୍ଯ୍ୟରତ ରହିଛନ୍ତି।

kalyan agarbati

Comments are closed.