୨୦୧୯ର ଲୋମଟାଙ୍କୁରା ଘଟଣା – ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଡେସ୍କ: ୨୦୧୯ ମସିହାରେ ନୟାଗଡ଼ ଓଡ଼ଗାଁରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡ ମାମଲାରେ ଆଜି ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦଣ୍ଡାଦେଶ କରିଛନ୍ତି। ମାମଲାରେ ପୁଲିସର ତଦନ୍ତ ରିପୋର୍ଟ ଓ ୨୭ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ବିଚାରପତି ଅଭିଯୁକ୍ତ ନିରଞ୍ଜନ ମଳିକ ଓରଫ ନଣ୍ଡାକୁ ଫସି ଦଣ୍ଡାଦେଶ କରିଛନ୍ତି। ଏହାଛଡା ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା ଆବେଦନ, ଶୁଣାଣି ବିଳମ୍ବ କଲେ ଦିଲ୍ଲୀ … Continue reading ୨୦୧୯ର ଲୋମଟାଙ୍କୁରା ଘଟଣା – ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ