ଅଜବ ନୀତି – ଅଣଅନୁଦାନପ୍ରାପ୍ତ ସଂସ୍କୃତ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବନି ନୂଆ-ଓ ଛାତ୍ରବୃତ୍ତି
ଡେସ୍କ: ରାଜ୍ୟ ସରକାର ଶିକ୍ଷାର ବିକାଶ ଏବଂ ବିଶେଷ କରି ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଅଣଅନୁଦାନପ୍ରାପ୍ତ ସଂସ୍କୃତ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବା ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏଥିପାଇଁ ଆବେଦନ କରିବାର ସମୟସୀମା ଆସନ୍ତାକାଲି ଅର୍ଥାତ ଫେବୃଆରୀ ୨୨ ପର୍ଯ୍ୟନ୍ତ ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ନୀରବତା ସମ୍ପୃକ୍ତ କଲେଜ ଗୁଡିକରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ … Continue reading ଅଜବ ନୀତି – ଅଣଅନୁଦାନପ୍ରାପ୍ତ ସଂସ୍କୃତ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବନି ନୂଆ-ଓ ଛାତ୍ରବୃତ୍ତି
Copy and paste this URL into your WordPress site to embed
Copy and paste this code into your site to embed