ମାର୍ଚ୍ଚ ୧୧ରୁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଆୟୋଜନ କରିବ ଏନଟିଏ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ଏନଟିଏ ମାର୍ଚ୍ଚ ୧୧ରୁ ୨୮ ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତରେ ଏବଂ ଭାରତ ବାହାରେ ୨୪ଟି ସହରରେ କମ୍ପ୍ୟୁଟର ଭିତ୍ତିକ ମୋଡରେ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ସିୟୁଇଟି ପିଜି ୨୦୨୪ ଆୟୋଜନ କରିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ୧୫୭ଟି ବିଷୟର ପରୀକ୍ଷା ଆୟୋଜନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ – ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୦ଟା ୪୫, ଦ୍ବିତୀୟ … Continue reading ମାର୍ଚ୍ଚ ୧୧ରୁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଆୟୋଜନ କରିବ ଏନଟିଏ