ଏଣିକି ସେନା କ୍ୟାଣ୍ଟିନରେ ମିଳିବ କାର୍‌‌, ଶସ୍ତାରେ କିଣିବେ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ଏଣିକି ସେନା କ୍ୟାଣ୍ଟିନରେ ମିଳିବ କାର୍‌‌। କର୍ମଚାରୀମାନେ ଚାହିଁଲେ ନିଜ କ୍ୟାଣ୍ଟିନରୁ କାର୍‌‌ ବି କିଣିପାରିବେ। ତେବେ ସବୁ କମ୍ପାନୀର କାର୍‌‌ ଏଠାରେ ଉପଲବ୍ଧ ହେବ ନାହିଁ। କେବଳ କିଆ କମ୍ପାନୀର କାର୍‌‌ ମିିଳିବ। ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିବା ଲାଗି କିଆ ଇଣ୍ଡିଆ ପକ୍ଷରୁ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। କିଆ କମ୍ପାନୀ ଏହାର ଲୋକପ୍ରିୟ ଭାରିଆଣ୍ଟାଗୁଡ଼ିକୁ କ୍ୟାଣ୍ଟିନରେ ବିକ୍ରି କରିବ। ଯାହା ଫଳରେ … Continue reading ଏଣିକି ସେନା କ୍ୟାଣ୍ଟିନରେ ମିଳିବ କାର୍‌‌, ଶସ୍ତାରେ କିଣିବେ କର୍ମଚାରୀ