ବର୍ତ୍ତମାନର ସମୟ ହେଉଛି ପ୍ରତିଯୋଗିତାର ସମୟ – ପ୍ରତିରକ୍ଷା ମନ୍ତ୍ରୀ

ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଜାତୀୟ କ୍ୟାଡେଟ କର୍ପସ (ଏନସିସି)ର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଦେଶର ଯୁବକମାନଙ୍କ ମଧ୍ୟରେ ସାମାଜିକ ଦକ୍ଷତା ବିକାଶ କରାଯାଉଛି ଏବଂ ଏହା ଗର୍ବର ବିଷୟ। ଆଜି ଦିଲ୍ଲୀ କ୍ୟାଣ୍ଟର ସାଧାରଣତନ୍ତ୍ର ଦିବସ ଶିବିରରେ ଏନସିସି କ୍ୟାଡେଟମାନଙ୍କୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି ଯେ ରାଷ୍ଟ୍ର ପାଇଁ ଗର୍ବ ଅନୁଭବ କରିବା ହେଉଛି ସବୁଠାରୁ ଶକ୍ତିଶାଳୀ ଭାବନା। ସେ କହିଛନ୍ତି, ଏହି ଅନୁଭବ ଯୋଗୁଁ ହିଁ ଭାରତ … Continue reading ବର୍ତ୍ତମାନର ସମୟ ହେଉଛି ପ୍ରତିଯୋଗିତାର ସମୟ – ପ୍ରତିରକ୍ଷା ମନ୍ତ୍ରୀ