କୃଷକଙ୍କ ଦିଲ୍ଲୀ ଚଲୋ – ହରିୟାଣା, ପଞ୍ଜାବ ଓ କେନ୍ଦ୍ରକୁ ନୋଟିସ ଜାରି କଲେ ହାଇକୋର୍ଟ

ଡେସ୍କ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମଙ୍ଗଳବାର କୃଷକଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରା ସମ୍ପର୍କିତ ଦୁଇଟି ପୃଥକ ପିଟିସନ ଉପରେ କେନ୍ଦ୍ର, ହରିୟାଣା ଏବଂ ପଞ୍ଜାବ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି। କୃଷକ ଆନ୍ଦୋଳନ ବିରୋଧରେ ହରିୟାଣା ଓ ପଞ୍ଜାବ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ବାଧାସୃଷ୍ଟିକାରୀ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଅଦାଲତଙ୍କୁ ନିର୍ଦ୍ଦେଶ ଦେବାକୁ ଜଣେ ଆବେଦନ କରିଥିବା ବେଳେ ଅନ୍ୟ ଜଣେ ଆନ୍ଦୋଳନକାରୀଙ୍କ ଦ୍ୱାରା କୌଣସି ରାଜପଥ ଅବରୋଧ ନ … Continue reading କୃଷକଙ୍କ ଦିଲ୍ଲୀ ଚଲୋ – ହରିୟାଣା, ପଞ୍ଜାବ ଓ କେନ୍ଦ୍ରକୁ ନୋଟିସ ଜାରି କଲେ ହାଇକୋର୍ଟ