କଂଗ୍ରେସ ଠାରୁ ୩୫୦୦ କୋଟି ଟଙ୍କା ଆଦାୟ ପାଇଁ ଦୃଢ଼ ପଦକ୍ଷେପ ନେବ ନାହିଁ ଆୟକର ବିଭାଗ

ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା କଂଗ୍ରେସ ପାଇଁ ଆୟକର ବିଭାଗ ସୋମବାର ସୁପ୍ରିମକୋର୍ଟଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ କହିଛି ଯେ ଗତ ସପ୍ତାହରେ ଜାରି ହୋଇଥିବା ପ୍ରାୟ ୧୭୦୦ କୋଟି ଟଙ୍କାର ନୋଟିସ୍ ଆଦାୟ ସମେତ ୩,୫୦୦ କୋଟି ଟଙ୍କାର ଦାବି ଆଦାୟ ପାଇଁ କଠୋର ପଦକ୍ଷେପ ନିଆଯିବ ନାହିଁ। ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ଏପ୍ରିଲ-ଜୁନ୍ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଲିସିଟର … Continue reading କଂଗ୍ରେସ ଠାରୁ ୩୫୦୦ କୋଟି ଟଙ୍କା ଆଦାୟ ପାଇଁ ଦୃଢ଼ ପଦକ୍ଷେପ ନେବ ନାହିଁ ଆୟକର ବିଭାଗ