ନିର୍ମାଣ ହୋଇପାରୁନି ରଥ, ପହଣ୍ଡିରେ ମାଉସୀମା ମନ୍ଦିର ଗଲେ ତିନି ମୂର୍ତ୍ତି 

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡି ଗ୍ରାମରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରର ରଥ ନଥିବା ଯୋଗୁଁ ତିନି ମୂର୍ତ୍ତିକୁ ପହଣ୍ଡି କରାଯାଇ ମାଉସୀମା ମନ୍ଦିରକୁ ବିଜେ କରାଯାଇଛି । ଏହି ଅବସରରେ  ଆର. ସୁବାଣୀ ଗ୍ରାମର କର୍ତ୍ତା ଭି. ରାଜୁ ରେଡ୍ଡୀଙ୍କ ତତ୍ବାବଧାନରେ ରେଡ୍ଡୀ ସଂଘମ୍ ଦ୍ବାରା ଏହି  ରଥଯାତ୍ରା ସମାପନ ହୋଇଥିଲା। ଦୀର୍ଘ ୨୭ ବର୍ଷ ହେଲା ରଥ ନଥାଇ ରଥ ଯାତ୍ରା ହେବା କ୍ଷୋଭର ବିଷୟ ବୋଲି ଅଞ୍ଚଳବାସୀ ଏବଂ … Continue reading ନିର୍ମାଣ ହୋଇପାରୁନି ରଥ, ପହଣ୍ଡିରେ ମାଉସୀମା ମନ୍ଦିର ଗଲେ ତିନି ମୂର୍ତ୍ତି