ବିଜେପି ତାଲିକାରେ ନାହିଁ ବ୍ରିଜ ଭୂଷଣଙ୍କ ନାଁ, ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ହେଲା କି ଅଡୁଆ!

ଡେସ୍କ: କୈସରଗଞ୍ଜର ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ- ଯିଏ କି ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗରେ ବିଜେପି ଦ୍ୱାରା ବାଦ୍ ପଡ଼ିଥିବା ଜଣାପଡିଛି- ଆଜି ଲୋକସଭା ନିର୍ବାଚନ ପାଇଁ ଦଳର ତାଲିକାରେ ସ୍ଥାନ ପାଇବେ କି ବୋଲି ପଚରାଯିବାରୁ ସେ ସିଧାସଳଖ ଉତ୍ତର ଦେବାକୁ ମନା କରିଦେଇଛନ୍ତି। ସେ ଓଲଟା ପଚାରିଛନ୍ତି, ଦଳ ମୋତେ ଟିକେଟ୍ ଦେବାକୁ ମନା କରିଛି କି? ଦଳ ଏମିତି ଏକ ତାଲିକା ଜାରି କରିଛି, ଯେଉଁଥିରେ ମୋ … Continue reading ବିଜେପି ତାଲିକାରେ ନାହିଁ ବ୍ରିଜ ଭୂଷଣଙ୍କ ନାଁ, ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ହେଲା କି ଅଡୁଆ!