ବିରୋଧୀଙ୍କୁ ସୀତାରମଣଙ୍କ ସମାଲୋଚନା, କହିଲେ ସବୁ କିଛି ପ୍ରମାଣ ସହିତ ଅଛି

ଡେସ୍କ: ସଂସଦରେ ସରକାର ଉପସ୍ଥାପିତ କରିଥିବା ‘ଭାରତୀୟ ଅର୍ଥନୀତି ଉପରେ ଶ୍ୱେତପତ୍ର’ ଏକ ଗମ୍ଭୀର ଦସ୍ତାବିଜ ଏବଂ ୟୁପିଏ ସରକାରଙ୍କ ୧୦ ବର୍ଷର ଅର୍ଥନୈତିକ ଅବ୍ୟବସ୍ଥା ପରେ ଅର୍ଥନୀତିକୁ ସଠିକ ପଥକୁ ଫେରାଇ ଆଣିବା ପାଇଁ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରତିଫଳିତ କରୁଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କହିଛନ୍ତି। ସଂତୃପ୍ତ ମିଶ୍ର ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ ଲୋକସଭାରେ ଶ୍ୱେତପତ୍ର ଉପରେ ବିତର୍କର ଉତ୍ତର ଦେଇ ସୀତାରମଣ ପ୍ରତିରକ୍ଷା କ୍ଷେତ୍ରରେ … Continue reading ବିରୋଧୀଙ୍କୁ ସୀତାରମଣଙ୍କ ସମାଲୋଚନା, କହିଲେ ସବୁ କିଛି ପ୍ରମାଣ ସହିତ ଅଛି