ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସାରା ବିଶ୍ଵରେ ନିପା ଭୂତାଣୁ ଲୋକଙ୍କୁ ଆତଙ୍କିତ କରିଛି। ଏହି ଭୂତାଣୁରେ ସଂକ୍ରମିତଙ୍କ ମୃତ୍ୟୁ ହାର ଅଧିକ ରହୁଥିବାରୁ ଚିନ୍ତାର ବିଷୟ ପାଲଟିଛି। ବାଦୁଡ଼ିଙ୍କଠାରୁ ଏହି ଭୂତାଣୁ ମଣିଷ ଶରୀରକୁ ବ୍ୟାପୁଛି। ଭାରତରେ ବି ନିପା ଭୂତାଣୁ ଆତଙ୍କ ଖେଳାଇଛି। କେରଳରେ ଏହି ଭୂତାଣୁ ଯୋଗୁ ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ନିକଟରେ କେରଳ ମାଲାପୁରମର ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ତେବେ ଏହି ବାଳକର ମୃତ୍ୟୁ … Continue reading ଫଳରୁ ବ୍ୟାପୁଛି ନିପା ଭୂତାଣୁ
Copy and paste this URL into your WordPress site to embed
Copy and paste this code into your site to embed