ଶିକ୍ଷୟିତ୍ରୀଙ୍କ ସୁନାଚେନ୍ ଝାମ୍ପିନେଲେ ଲୁଟିଆ
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କାଳିଝାଟି ୟୁଜିୟୁପି ସ୍କୁଲର ଶିକ୍ଷୟିତ୍ରୀ ବନିତା ବାଗ କୌଣସି କାମରେ ସଜନାଗଡ଼ ବଡ଼ପୋଲ ନିକଟସ୍ଥ ସିଆରସିସି କୁଞ୍ଜବିହାରୀ ବେହେରାଙ୍କ ଘରକୁ ଯାଉଥିଲେ । ଏହି ସମୟରେ ନୀଳଗିରି ପଟୁ ପଲସର ବାଇକରେ ଯାଉଥିବା ୩ଜଣ ଲୁଟିଆ ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍ଟିକୁ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ । ସ୍ଥାନୀୟଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ଲୁଟିଆଙ୍କ ପତା ମିଳିନଥିଲା । ଏ ସମ୍ପର୍କରେ ଶିକ୍ଷୟିତ୍ରୀ ଜଣକ ନୀଳଗିରି … Continue reading ଶିକ୍ଷୟିତ୍ରୀଙ୍କ ସୁନାଚେନ୍ ଝାମ୍ପିନେଲେ ଲୁଟିଆ
Copy and paste this URL into your WordPress site to embed
Copy and paste this code into your site to embed