ଦିଅରକୁ ହତ୍ୟା କଲା ଭାଉଜ, ବଡଭାଇ ବି ସାମିଲ୍‌‌..

ନୀଳଗିରି : ନୀଳଗିରି କାଂଶ ଗାଁର ୨ ଯୁବକ ନିଖୋଜ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ୨ ଯୁବକଙ୍କ ହତ୍ୟା ଘଟଣାରେ ଭାଇଭାଉଜ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଏନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସ୍‌‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ୭୦ ହଜାର ଟଙ୍କା, ୨ଟି ମୋବାଇଲ, ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ପାରିବାରିକ କଳହ ଓ ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ହୋଇଛି ବୋଲି ଏସ୍‌‌ପି … Continue reading ଦିଅରକୁ ହତ୍ୟା କଲା ଭାଉଜ, ବଡଭାଇ ବି ସାମିଲ୍‌‌..