ନିଆଳି : ଏକବେରୁଆଁ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀକୁ ସର୍ପାଘାତ ପରେ ବିଷ ପିଇଦେଲେ ସ୍ତ୍ରୀ। ବିଲକୁ କାମ କରିବାକୁ ଯାଇଥିବା ବେଳେ ସ୍ୱାମୀ ସର୍ପାଘାତର ଶିକାର ହୋଇଥିଲେ। ଜଗତସିଂହପୁର ମେଡିକାଲ ନେବା ବାଟରେ ଉକ୍ତ ବ୍ୟକ୍ତିରଙ୍କର ମୃତ୍ୟୁ ଘଟିଥିବା ବେଳେ ଖବର ଶୁଣି ସ୍ତ୍ରୀ ବିଷ ପିଇଦେଲେ। ମହିଳାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଆକର୍ଷଣୀୟ ଲୁକ୍.. ସ୍ମାର୍ଟ ଫିଚର, ୟାମାହା ଏକାଠି ଆଣିଲା ୨ଟି ହାଇବ୍ରିଡ୍ ସ୍କୁଟର, ଦାମ୍ ଏତିକି ..



