www.samajalive.in
Wednesday, December 10, 2025
15.1 C
Bhubaneswar

୪ ଟନ୍‌ର ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ; ଘଟଣାସ୍ଥଳରେ ଏନଆଇଏ ଟିମ୍‌

ଭୁବନେଶ୍ୱର : ଓଡିଶା-ଝାଡଖଣ୍ଡ ସୀମାନ୍ତରୁ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣାରେ ଗୁରୁବାର ବଡ ଖବର ସାମ୍ନାକୁ ଆସିଛି । ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟି ନେଇଥିବା ସ୍ପଷ୍ଟ ହୋଇଛି । ଝାଡଖଣ୍ଡର ମାଓବାଦୀ ବିସ୍ଫୋରକ ଲୁଟି ନେଇଥିବା ନେଇ ସୂଚନା ମିଳିଛି । ମାଓବାଦୀଙ୍କ କେଉଁ ଗୋଷ୍ଠୀ ଏହି ଲୁଟ୍‌ କରିଛି ତାହା ଅସ୍ପଷ୍ଟ ରହିଛି । ପାଖାପାଖି ୪ ଟନ୍‌ର ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହୋଇଛି ।
ଏହାସହ ବିସ୍ଫୋରକ ଲୁଟ୍‌ ଘଟଣାର ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ୍‌ । ବିସ୍ଫୋରକ ସାମଗ୍ରୀ ଲୁଟ୍‌ ନେଇ କେ. ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରେ ଟିମ୍‌ ତନାଘନା ଆରମ୍ଭ କରିଛି ।

୧୨ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ, ଏକାଠି ହେବେ ବୁଧ,ଗୁରୁ ଓ ସୂର୍ଯ୍ୟ, ଏହି ରାଶିଙ୍କ ପାଇଁ ଖୋଲିବେ ଧନର ଦ୍ୱାର, ହେବ ବିବାହ, ଅଟକି ରହବିନି କିଛି କାମ..

ଗ୍ରାହକଙ୍କ ପାଇଁ ଖୁସି ଖବର ; ଜିଓ / ବିଏସଏନଏଲ, ଜାଣନ୍ତୁ କାହାର ପ୍ଲାନ୍‌ ସବୁଠାରୁ ଶସ୍ତା, ଗୋଟିଏ ରିଚାର୍ଜରେ ପରିବାରର ୪ ଜଣ ପାଇବେ ସବୁ ସୁବିଧା..

- Advertisement -

ଆଶ୍ୱସ୍ତି ସହ ଖୁସି ଖବର; କମିଲା ସୁନା, ଜାଣନ୍ତୁ କେତେ ଅଛି ଦାମ୍‌

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories