ଭିଡିଓରେ ଦେଖନ୍ତୁ ଛାତିଥରା ଦୃଶ୍ୟ ; ବୃଦ୍ଧଙ୍କୁ ଉଠାଇ କଚାଡି ଦେଲା ଷଣ୍ଢ..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଭିଡିଓରେ ଜଣେ ବୃଦ୍ଧଙ୍କୁ ହଠାତ୍‌ ଏକ ଷଣ୍ଢ ଆକ୍ରମଣ କରୁଛି । ଭିଡିଓ ଦେଖି ଲୋକେ ଭୟଭୀତ ସହ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଭିଡିଓରେ ଦେଖିପାରିବେ, ଜଣେ ବୃଦ୍ଧ ରାସ୍ତାରେ ଏକ ସାହାରା ବାଡି ଧରି ରାସ୍ତାରେ ଚାଲି କରି ଯାଉଛନ୍ତି । pic.twitter.com/duKZYAvNal — CCTV CORNER⚠️ (@cctvcorner) September 11, 2024 ହଠାତ୍‌ ସେହି ସମୟରେ … Continue reading ଭିଡିଓରେ ଦେଖନ୍ତୁ ଛାତିଥରା ଦୃଶ୍ୟ ; ବୃଦ୍ଧଙ୍କୁ ଉଠାଇ କଚାଡି ଦେଲା ଷଣ୍ଢ..