ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ; ୨୦ରୁ ଅଧିକ ଆହତ

ଲଖନଉ : ଉତ୍ତରପ୍ରଦେଶ ଗୋଣ୍ଡାରେ ଗୁରୁବାର ଘଟିଛି ଟ୍ରେନ୍‌ ଦୁର୍ଘଟଣା । ଗୋଣ୍ଡାରେ ଗୁରୁବାର ଦ୍ୱିପ୍ରହରରେ ଏହି ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏହି ଟ୍ରେନ୍‌ ଗୋରଖପୁର ହୋଇ ଚଣ୍ଡିଗଡରୁ ଆସାମର ଦିବୃଗଡ ଯାଉଥିଲା । ଟ୍ରେନ୍‌ ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଛି । … Continue reading ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ; ୨୦ରୁ ଅଧିକ ଆହତ