ଭିଡିଓରେ ଦେଖନ୍ତୁ ; ‘ବନ୍ଦେ ଭାରତ’କୁ ସବୁଜ ପତାକା ଦେଖାଇବା ସମୟରେ ଧାରଣାକୁ ଖସି ପଡିଲେ ବିଜେପି ବିଧାୟିକା ..

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଇଟାବାରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟିକା ସରିତା ଭଦୁରିଆ ସୋମବାର ରେଳ ଧାରଣାକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ସଠିକ୍‌ ସମୟ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନକୁ ଅଟକାଇଥିଲେ । ଯାଦ୍ୱାରା ତାଙ୍କର ଜୀବନ ବଞ୍ଚି ଯାଇଥିଲା । Etawah, UP: The flag-off ceremony for the Agra-Varanasi Vande Bharat Express faced chaos due to heavy rush, and BJP's … Continue reading ଭିଡିଓରେ ଦେଖନ୍ତୁ ; ‘ବନ୍ଦେ ଭାରତ’କୁ ସବୁଜ ପତାକା ଦେଖାଇବା ସମୟରେ ଧାରଣାକୁ ଖସି ପଡିଲେ ବିଜେପି ବିଧାୟିକା ..