ଗିରଫ ହେଲେ ଆଇପିଏସ ବାପାଙ୍କ ଅଭିନେତ୍ରୀ ଝିଅ ; କରୁଥିଲେ ସୁନା ଚୋରାଚାଲାଣ
ନୂଆଦିଲ୍ଲୀ : ବିମାନବନ୍ଦରରୁ ଗିରଫ ହେଲେ ଆଇପିଏସଙ୍କ ଝିଅ ତଥା କନ୍ନଡ ସିନେ ଅଭିନେତ୍ରୀ ରାନ୍ୟା ରାଓ । ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ଝିଅ ହେଉଛନ୍ତି ରାନ୍ୟା । ସୁନା ସ୍ମଗଲିଂ କରୁଥିବା ବେଳେ ନାୟିକା ରାନ୍ୟା ଧରାପଡିଛନ୍ତି । କଷ୍ଟମ ବିଭାଗର ଟିମ୍ ତାଙ୍କ ପୋଷାକରୁ ସୁନା ଜବତ କରିବା ସହ ଗିରଫ କରିଛି । ତଲାସି ସମୟରେ ତାଙ୍କ … Continue reading ଗିରଫ ହେଲେ ଆଇପିଏସ ବାପାଙ୍କ ଅଭିନେତ୍ରୀ ଝିଅ ; କରୁଥିଲେ ସୁନା ଚୋରାଚାଲାଣ
Copy and paste this URL into your WordPress site to embed
Copy and paste this code into your site to embed