ଜିଓର ସ୍ୱତନ୍ତ୍ର ପ୍ଲାନ୍‌; ଡାଟା ସହ ମାଗଣାରେ ମିଳିବ ନେଟ୍‌ଫ୍ଲିକ୍ସ, ଅନ୍ୟାନ୍ୟ ସୁବିଧା..

ନୂଆଦିଲ୍ଲୀ : ଜିଓର ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ତେବେ ଏହାର ଏଭଳି ଏକ ଖାସ୍‌ ପ୍ଲାନ୍‌ ରହିଛି, ଯେଉଁଥିରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ସହ ମାଗଣାରେ ନେଟ୍‌ଫ୍ଲିକ୍ସ ମିଳିବ । ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନର ସମୟ ସୀମା ପର୍ଯ୍ୟନ୍ତ ମିଳିଥାଏ । ଜିଓର ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍‌ ସହ ଡାଟା ଓ ଏସଏମଏସର ସୁବିଧା ମଧ୍ୟ ମିଳିବ । ଏହି ପ୍ଲାନ୍‌ର ଦାମ୍‌ ୧,୨୯୯ ଟଙ୍କା । ଏଥିରେ … Continue reading ଜିଓର ସ୍ୱତନ୍ତ୍ର ପ୍ଲାନ୍‌; ଡାଟା ସହ ମାଗଣାରେ ମିଳିବ ନେଟ୍‌ଫ୍ଲିକ୍ସ, ଅନ୍ୟାନ୍ୟ ସୁବିଧା..