www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ମୋଟର ଯାନ ସଂଶୋଧନ ବିଲରେ କୌଣସୀ ରାଜ୍ୟ ପରିବର୍ତ୍ତନ ଆଣି ପାରିବ ନାହିଁ – ପରିବହନ ମନ୍ତ୍ରୀ ନିତିନ ଗଡକରୀ
# ଜଗତସିଂହପୁର ପୋକାମୂଳ ଗାଁରେ ୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା – ଏ ଯାଏଁ ମିଳିନି ପତ୍ତା
# ଭାରତ-ପାକିସ୍ତାନ ମାମଲାରେ ମଧ୍ୟସ୍ଥତା କରିବାକୁ ମଧ୍ୟ ମନା କଲା ମିଳିତ ଜାତିସଂଘ

ଆଞ୍ଚଳିକ
# ନବୀନଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିଛୁ – କେନ୍ଦ୍ର ଓ ବିଜେଡି ମଧ୍ୟରେ ଭଲ ସଂପର୍କ ଥିବାରୁ ନବୀନ ଏତେ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି: କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
# ଲୋକଙ୍କଠାରୁ ନେଇ ଜଗନ୍ନାଥଙ୍କ ନାଁରେ କରିଥିବା ଜମିକୁ ପୁଣି ସେମାନଙ୍କୁ ଫେରାଇ ଦେବାକୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ
# ରାଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ଭୁବନେଶ୍ୱର ଆର୍‌ଟିଓ-୧ ପରିଦର୍ଶନ କରି କହିଛନ୍ତି, ରାଜ୍ୟରେ ଜରିମାନା କୋହଳ କରିବା ପାଇଁ ତର୍ଜମା ଚାଲିଛି
# ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତା ଏବଂ ବାଙ୍ଗାଲୁରୁକୁ ଉଡ଼ିବ ବିମାନ – ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ
# ରଜୁଆ ନଦୀରେ ଏବେ ଜଳ ସ୍ତର ବୃଦ୍ଧି – ପାଣି ଘେରରେ ଖୋର୍ଦ୍ଧାର ୫ଟି ପଞ୍ଚାୟତର ୨୦ଟି ଗାଁ ଓ କଣାଓ ବ୍ଲକର ୬ଟି ପଞ୍ଚାୟତ
# ରେଙ୍ଗାଳି କେନାଲରେ ଫସିଲ ଦନ୍ତା ହାତୀ ଉଦ୍ଧାର ପାଇଁ ବନବିଭାଗର ଉଦ୍ୟମ ଜାର
# ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ – ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି
# କେନ୍ଦୁଝର ବାଂଶପାଳ ଛଡ଼ାଡିହି ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ – କାନ୍ଧରେ ବୁହା ହୋଇ ଡାକ୍ତରଖାନା ଗଲେ ମହିଳା
# ଗୁଜରାଟ ସରକାର ନୂଆ ଟ୍ରାଫିକ୍‌ ନିୟମରେ ଥିବା ଜରିମାନାକୁ କୋହଳ କରିବା ପରେ ଓଡିଶାରେ ଜରିମାନାକୁ ୫୦ ପ୍ରତିଶତ ହ୍ରାସ କରିବାକୁ ଦାବି
# ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ସ୍କୁଲ ବ୍ୟାଗ୍ ଯାଞ୍ଚ ଆରମ୍ଭ
# ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା – ୩ ଦିନ ଯାଏଁ ରହିବ ପ୍ରଭାବ
# ପ୍ରବଳ ବର୍ଷା ସମ୍ଭାବନା – ୭ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
# ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌ ପ୍ରମୋଦ କୁମାର ମିଶ୍ର – ସେ ସମ୍ବଲପୁର ବାସିନ୍ଦା
# ୬ ବର୍ଷର ଛାତ୍ରଙ୍କ ଜୀବନକୁ ରକ୍ଷା କରିଥିବା ଯାଜପୁର ଜିଲ୍ଲା କୋରେଇ ହାଇସ୍କୁଲର ୨ଜଣ ଛାତ୍ର ସେକ୍‌ ତସିଫ୍‌ ରାଜା ଓ ମହମ୍ମଦ ସୋଏବଙ୍କୁ ସାହସିକତା ପାଇଁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
# ଦାବି ପୂରଣ ନ ହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶରେ ମିଶିବାକୁ ଧମକ ଦେଇଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୬ଟି ପଞ୍ଚାୟତବାସୀ
# ଜଗତସିଂହପୁର ପୋକାମୂଳ ଗାଁରେ ୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା – ଏ ଯାଏଁ ମିଳିନି ପତ୍ତା
# ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଯୁବକଙ୍କୁ ହତ୍ୟା – ୩ଜଣ ସମ୍ପୃକ୍ତ ଥିବା ନେଇ ସନ୍ଦେହ
# କଟକ ସିଡିଏ ସେକ୍ଟର-୧୩ରେ ଏନ୍‌କାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୁଧିଆ ଦାସ ଆହତ

- Advertisement -

ଜାତୀୟ
# ଜଣେ ଭାରତୀୟ ଭାବରେ ମୁଁ ସମସ୍ତଙ୍କ ହୃଦୟ ଜିତିଛି – ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନର ପ୍ରମୁଖ ଡଃ କେ ସିବନ
# ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା – ଅଶ୍ଳୀଳ ଭିଡିଓ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ
# ଟ୍ରମା ସେଣ୍ଟରରେ ଅସ୍ଥାୟୀ କୋର୍ଟ – ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ବୟାନ ରେକର୍ଡ ହେଲା
# ଚୀନ ସୀମା ନିକଟରେ ଯୁଦ୍ଧାଭ୍ୟାସ – ସାମିଲ ହେବେ ଭାରତୀୟ ସ୍ଥଳ ସେନାର ମାଉଣ୍ଟେନ କୋର ଏବଂ ବାୟୁସେନାର ୫ ହଜାର ଯବାନ
# ‘ଓମ’ ଶବ୍ଦ ଶୁଣିବା ମାତ୍ରେ କିଛି ଲୋକ ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି – କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ଜାମ୍ମୁ କଶ୍ମୀରରେ ୨୭୫ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ୭ଟି ଲଞ୍ଚ ପ୍ୟାଡ୍‌ ପ୍ରସ୍ତୁତ କରିଛି ପାକିସ୍ତାନ
# ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଘୋଷଣା – ଦିଲ୍ଲୀ ସରକାରୀ ହସ୍ପିଟାଲରେ ଭିଆଇପିଙ୍କୁ ମିଳିବନି ବ୍ୟକ୍ତିଗତ ରୁମ
# ୨୨ ବର୍ଷରେ ଅରବପତି ଶିବକୁମାରଙ୍କ ଝିଅକୁ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
# ସୁପ୍ରିମକୋର୍ଟରେ ରାମ ମନ୍ଦିର ଓ ବାବରୀ ମସଜିଦ ମାମଲାର ୨୧ତମ ଦିନ ଶୁଣାଣୀ – ମୁସଲିମ ପକ୍ଷ କହିଛନ୍ତି ହିନ୍ଦୁ ପକ୍ଷ ପାଖରେ ଜମିର ମାଲିକାନା ହକ୍ ନାହିଁ
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ୨୭୦୦ରୁ ଅଧିକ ଉପହାରକୁ ଆସନ୍ତା ସେପ୍ଟେମ୍ୱର ୧୪ରେ ଅନଲାଇନରେ ନିଲାମ କରାଯିବ – ସର୍ବନିମ୍ନ ମୂଲ୍ୟ ୨୦୦ ଓ ସର୍ବୋଚ୍ଚ ମୂଲ୍ୟ ଅଢେଇ ଲକ୍ଷ
# ଅନ୍ୟ ଧର୍ମରେ ବିବାହ କରିଥିବା ବିହାରର ଜଣେ ଯୁବକଙ୍କୁ ସୁପ୍ରିମକୋର୍ଟ କହିଛନ୍ତି – ମହାନ ପ୍ରେମିକ ହେବାକୁ ଚେଷ୍ଟା କର
# ସୁରକ୍ଷା ବାହିନୀ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ନିହତ
# ବେଙ୍ଗାଲୁରୁସ୍ଥିତ ଆମେରିକାର ପୁଞ୍ଜି ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସାକ୍ସ ବ୍ୟାଙ୍କ ଆକାଉଣ୍ଟରୁ ୩୮ କୋଟି ଟଙ୍କା ଠକେଇ ଅଭିଯୋଗ
# ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳର ଅନେକ ନେତା ଗୃହବନ୍ଦୀ
# ମୋଟର ଯାନ ସଂଶୋଧନ ବିଲରେ କୌଣସୀ ରାଜ୍ୟ ପରିବର୍ତ୍ତନ ଆଣି ପାରିବ ନାହିଁ – ପରିବହନ ମନ୍ତ୍ରୀ ନିତିନ ଗଡକରୀ

ଆନ୍ତର୍ଜାତିକ
# ପାକିସ୍ତାନରେ ମହଙ୍ଗା ହେଲା କ୍ଷୀର – ଲିଟର ପ୍ରତି କ୍ଷୀର ଦର -୧୪୦ ଟଙ୍କା
# କାଶ୍ମୀର ପ୍ରସଙ୍ଗରେ ପୁଣି ପାକିସ୍ତାନକୁ ଝଟକା – ଜାତିସଂଘ ସ୍ପଷ୍ଟ କରିଛି ଯେ ପାକିସ୍ତାନର ଆବେଦନକୁ ସ୍ୱିକାର ଯୋଗ୍ୟ ନୁହେଁ
# ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଆମେରିକୀୟ ଦୂତାବାସ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ
# ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତହରିକ-ଏ-ତାଲିବାନ ନେତାକୁ ଆତଙ୍କବାଦୀ ଘୋଷଣା କଲା ଆମେରିକା
# ଭାରତ-ପାକିସ୍ତାନ ମାମଲାରେ ମଧ୍ୟସ୍ଥତା କରିବାକୁ ମଧ୍ୟ ମନା କଲା ମିଳିତ ଜାତିସଂଘ
# ଗିଲଗିଟ-ବାଲଟିସ୍ତାନ ଭାରତର ଅଂଶ କହିଲେ ୟୁଏନଏଚଆରସିରେ ଯୋଗ ଦେଇଥିବା ଗିଲଗିଟ-ବାଲଟିସ୍ତାନ ସାମାଜିକ କର୍ମୀ ସେଞ୍ଜ ସେରିଙ୍ଗ

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories