www.samajalive.in
Sunday, December 7, 2025
13.1 C
Bhubaneswar

ରାତି ୯ଟା- ମୁଖ୍ୟ ଖବର

ଆଜି ପବିତ୍ର ସୁନାବେଶରେ ରଥାରୂଢ ମହାପ୍ରଭୁ, ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ସୁବର୍ଣ୍ଣ କିରୀଟ, ଚକ୍ର, ଶ୍ରୀପୟର, ହଳମୂଷଳ ଆଦି ନାନାବିଧ ଆୟୁଧ ଏବଂ ଆଭୂଷଣରେ ବିମଣ୍ଡିତ ହୋଇ ଦିବ୍ୟ ଦର୍ଶନ ଦେଉଛନ୍ତି

ମଧ୍ୟରାତ୍ର ଯାଏଁ ଦୂରଦର୍ଶନ(ଟେଲିଭିଜନ)ରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ନ୍ୟୁ ଜେନେରେସନ୍ ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଆଜି ପାଳିତ ହେଉଛି ଇଦ୍‍ ଉଲ୍‍-ଜୁହା ; ସଦ୍‍ଭାବର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଦ୍‍-ଉଲ୍‍-ଜୁହା ଅବସରରେ ଆଜି ପୁଞ୍ଚ୍‍ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ମିଷ୍ଠାନ୍ନ ଆଦାନ ପ୍ରଦାନ କରାଯାଇଛି

ବାଲେଶ୍ବର ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ନ୍ୟୁ ଜେନେରେସନ୍‌ ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ

ଭାରତକୁ ବୈଶ୍ୱିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଆମର ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ 

ବିଶ୍ବ ବିଶ୍ବବିଦ୍ୟାଳୟ ସମ୍ମେଳନରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଦେଶ ବିଦେଶର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନର ୧୫୦ରୁ ଅଧିକ ଚିନ୍ତା ନାୟକଙ୍କ ଯୋଗଦାନ
ନୂଆ ଜାତୀୟ ଶିକ୍ଷା ନୀତି ଦେଶର ଉଚ୍ଚ ଶିକ୍ଷା ବ୍ୟବସ୍ଥା ପାଇଁ ନୂଆ କଳ୍ପନା ଆଣିଛି
ଗୁଣାତ୍ମକ ଶିକ୍ଷା, ସମାନତା, ଉପଲବ୍ଧି ଏବଂ ସୁଲଭରେ ଶିକ୍ଷା ନୂଆ ଶିକ୍ଷା ନୀତିର ମୂଳସ୍ତମ୍ଭ
ବହୁମୁଖୀ ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଲୋକପ୍ରିୟ କରିବା ଲକ୍ଷ୍ୟ
ଶିକ୍ଷାକୁ ସାମଗ୍ରିକ, ଅଭିନବ, ବିବିଧ ଭାଷାଭିତିକ ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ପ୍ରୟାସ

ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି : ବିଜେପି 

ରାଜ୍ୟରେ ଅଛନ୍ତି ଭୂତ ରାସନକାର୍ଡଧାରୀ

ରାଜ୍ୟରେ ଆଜି ଆଉ ୧ ହଜାର ୯୪୩ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୯ଲକ୍ଷ ୩୬ ହଜାର ୯୫୦କୁ ବୃଦ୍ଧି

ଫୋନଟ୍ୟାପିଂ ମାମଲାରେ କଂଗ୍ରେସ ପ୍ରତିନିଧି ଦଳ, ଉଚ୍ଚତମ ନ୍ୟାୟଳୟ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ

ଦିଲ୍ଲୀ ଏମ୍ସରେ ଦେଶର ପ୍ରଥମ ବାର୍ଡ଼ ଫ୍ଲୁ ଜନିତ ମୃତ୍ୟୁ ମାମଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସଲମନ ଖୁର୍ସିଦଙ୍କ ପତ୍ନୀ ଲୁଇ ଖୁର୍ସିଦଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ଆଶ୍ଚର୍ଯ୍ୟ ହେଲେ ବି ସତ ; ମହାକାଶ ରହଣି ସମୟରେ ମହାକାଶଚାରୀଙ୍କ ଉଚ୍ଚତା ବଢିଯାଏ

ଦେଶରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୪୨,୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୧୯୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୪୯୮

ଦିନକରେ ରାଜ୍ୟରେ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୨୨

ହିଣ୍ଡାଲକୋ ହୀରାକୁଦରେ ଆରମ୍ଭ କଲା ‘ହେଲ୍‍ଥକେୟାର ଅନ ହ୍ୱିଲ୍ସ’

କୋଭିଡ ସଂକ୍ରମଣ ରୋକିବାରେ ବିଶ୍ୱ ବିଫଳ ହେଉଛି- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କରୋନା ମହାମାରୀ ଏକ ରାଜନୈତିକ ବିଷୟବସ୍ତୁ ହେବା ଉଚିତ ନୁହେଁ – ମୋଦୀ

ଜାପାନ ଉପରେ ପରମାଣୁ ବୋମା ପକାଇବାକୁ ଚାଇନାର ଧମକ

୧୫୦୦ରୁ ଊର୍ଦ୍ଧ୍ବ ପରିତ୍ୟକ୍ତ ମାସ୍କରେ ବିବାହ ଗାଉନ୍‌ ତିଆରି କଲେ ବ୍ରିଟେନର ଜଣେ ପୋଷାକ ଡିଜାଇନର

ନାଗକୁ ଛକିଲା ବିଲେଇ, ମାଲିକ ଘରକୁ ଛାଡ଼ିଲାନି ବାଟ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories