ଦିନ ୧୨ଟା – ମୁଖ୍ୟ ଖବର
(୧) ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ
– ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ
– ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର
– ଜ୍ୟୋତିପ୍ରକାଶ ଦାସ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ
– ରାମାଶିଷ ହାଜରା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି (ଅତିରିକ୍ତ ଦାୟିତ୍ୱ)
(୨) ଆଜି ପାଳିତ ହେଉଛି ୯୧ ତମ ବାୟୁସେନା ଦିବସ
– ୯୧ ତମ ବାୟୁସେନା ଦିବସ ଅବସରରେ ନୂଆ ପ୍ରତୀକ ଉନ୍ମୋଚନ କରିବେ ବାୟୁସେନା ମୁଖ୍ୟ
(୩) ହମାସର ଇସ୍ରାଏଲ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ, ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ଓ କାନାଡ଼ା
(୪) ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଉଭୟ ଦେଶରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ଭାରତ
– ଘରୁ ନ ବାହାରିବାକୁ ପରାମର୍ଶ
(୫) ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ୩୦୦କୁ ବୃଦ୍ଧି, ୧୫୦୦ ଆହତ
(୬) ବାଲେଶ୍ୱର ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ
– ୨୧ ଆହତ, ବସ୍ ଡ୍ରାଇଭର ଗୁରୁତର
– ନେପାଳର ବଙ୍କେ ଅଞ୍ଚଳରୁ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା ବସ୍
(୧୩) ଆଜି ବିଶ୍ୱକପ୍ କ୍ରିକେଟ୍ରେ ପଡିଆକୁ ଓହ୍ଲାଇବ ଭାରତ
– ଚେନ୍ନାଇ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହ ମୁକାବିଲା
(୧୩) ସୁନ୍ଦରଗଡ଼ରେ ଆଉ ୧୨ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ
– ମୋଟ ଆକ୍ରାନ୍ତ ସଂଖ୍ୟା ୩୭୩କୁ ବୃଦ୍ଧି
Comments are closed.