QNETIC – Mobile

ମନ୍ତ୍ରୀ ପ୍ରୀତିରଞ୍ଜନଙ୍କ ଜନ୍ମଦିନ ପାଳନ ଅବସରରେ ରକ୍ତଦାନ ଶିବିର

ଯାଜପୁର: ମନ୍ତ୍ରୀ ଇଂ ପ୍ରିତୀରଞ୍ଜନ ଘଡାଇଙ୍କ ଜନ୍ମ ଦିନ ଅବସରରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬୭ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ସହାୟତାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଡୁବୁରୀ ଠାରେ ୫୧ ଜଣ ରକ୍ତଦାନ ଦେଇଛନ୍ତି। ସେହିଭଳି ଦାନଗଦୀ ବିଜେଡି ପାର୍ଟି ଅଫିସରେ ୧୧୬ ଜଣ ରକ୍ତ ଦାନ କରିଛନ୍ତି।

Comments are closed.