ବର୍ଷାରେ ଧୋଇଗଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ

ହରଭଙ୍ଗା: ଲଗାଣ ବର୍ଷା ପ୍ରଭାବରେ ବ୍ଲକର ରାଧାନଗର ପଂଚାୟତ ଅର୍ନ୍ତଗତ ଚନ୍ଦନନଗର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଧୋଇ ହୋଇ ଯାଇଥିବା ଦେଖିବାକୁ ମିଳିଛି। ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.