କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲା କାରାଗାରରେ ଏକ ସ୍ୱତନ୍ତ୍ର ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡୀୟ ବିଭାଗୀୟ ବିଚାରପତି ସୁମିତ୍ରା କୁମାରୀ ଦାଶ ଓ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ମାମୀ ବେହେରା ଉପସ୍ଥିତ ରହି ଏହି ସ୍ୱତନ୍ତ୍ର ଅଦାଲତ ପରିଚାଳନା କରିଥିଲେ।
Popular Categories



