www.samajalive.in
Tuesday, December 9, 2025
16.1 C
Bhubaneswar

ରୁଟିଶିଳାରୁ ନାଗ ଉଦ୍ଧାର

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମର ସୁଶାନ୍ତ ନାଏକଙ୍କ ବାଡ଼ିରୁ ଏକ ନାଗକୁ ଉଦ୍ଧାର କରାଯାଇଛି। ସର୍ପ ଧରାଳି ଅବଦୁଲ ନାଦୀର ଆନସାରି ଗତକାଲି ଅପରାହ୍ନରେ ସାପଟିକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସାପଟିକୁ ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେବାକୁ ଅଲେଖ ନାଦୀରଙ୍କୁ ଜଣାଇବା ପରେ ନାଦୀର ରୁଟିଶିଳାରୁ ଏହି ନାଗଟିକୁ ନେଇ ବାରବାଙ୍କ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି। ଢେଙ୍କିକୋଟର ସର୍ପ ଧରାଳି ନାଦୀର ଆଜି ପର୍ଯ୍ୟନ୍ତ ୭ ଶହରୁ ଉର୍ଦ୍ଧ୍ବ ସାପ ଧରି ସାରିଲେଣି ବୋଲି ସୂଚନା ମିଳିଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories