www.samajalive.in
Tuesday, December 9, 2025
23.1 C
Bhubaneswar

ମୋହନା ପଞ୍ଚାୟତରେ ଦୈନିକ ବଜାର ଓ ଗୋରୁହାଟ ନିଲାମ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ପଞ୍ଚାୟତରେ ଦୈନିକ ବଜାର ଓ ଗୋରୁହାଟ ନିଲାମ ପ୍ରକ୍ରିୟା ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ଶେଷ ହୋଇଯାଇଛି। ପଞ୍ଚାୟତର ସରପଞ୍ଚ ସୁନିତା ମଳିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ପାତ୍ର ଓ ସମସ୍ତ ୱ।ର୍ଡ ମେମ୍ବରଙ୍କ ଉପସ୍ଥିତିରେ ଦୈନିକ ବଜାର ଟିକସ ଓ ଗୋରୁହାଟ ଟିକସ ଆଦାୟ ଉପରେ ଟେଣ୍ଡର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳବାସୀଙ୍କ ସମେତ ୱାର୍ଡ଼ ସଭ୍ୟ ସଭ୍ୟା, ସରପଞ୍ଚ ଉପସ୍ଥିତ ଥିଲେ। ଗୋରୁହାଟ ଟିକସ ପାଇଁ ୬ ଲକ୍ଷ ୯ ହଜାର ୨ ଶହ ଟଙ୍କା ଓ ଦୈନିକ ବଜାର ଟିକସ ଆଦାୟ ପାଇଁ ୧ ଲକ୍ଷ ୨୫ ହଜାର ୪ ଶହ ଟଙ୍କାରେ ନିଲାମଧାରୀ ମହେନ୍ଦ୍ର ନାୟକ ୧ ବର୍ଷ ପାଇଁ ଟେଣ୍ଡର ନେଇଥିବା ସୂଚନା ଦେଇଛନ୍ତି ପିଇଓ ପାତ୍ର।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories