ମିଳୁନି ଆହତ ବ୍ୟକ୍ତିଙ୍କ ପରିଚୟ

ଡେସ୍କ: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପରିଚୟ ମିଳି ପାରୁନାହିଁ। ଯଦି କେହି ସେହି ଆହତ ବ୍ୟକ୍ତିଙ୍କ ପରିଚୟ ଜାଣିଛନ୍ତି, ସେ ସମ୍ପର୍କରେ ହେଲ୍ପଲାଇନ ନମ୍ବର ୧୮୦୦୩୪୫୦୦୬୧ କିମ୍ବା ୧୯୨୯ରେ ଜଣାଇବାକୁ ଅନୁରୋଧ କରାଯାଇଛି।

Comments are closed.