ପୁଣେ ପୋର୍ସେ କାର୍‌‌ ଦୁର୍ଘଟଣା ମାମଲାରେ ମିଳିଲା ନୂଆ ତଥ୍ୟ; ଅଭିଯୁକ୍ତକୁ ଖସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର, ରକ୍ତ ନମୁନା ବଦଳାଇଥିବା ୨ ଡାକ୍ତର ଗିରଫ

ପୁଣେ: ପୁଣେ ପୋର୍ସେ କାର୍‌‌ ଦୁର୍ଘଟଣା ମାମଲାରେ ନୂଆ ମୋଡ଼ ଆସିଛି। ମୁଖ୍ୟ ଅଭିଯୁକ୍ତ ନାବାଳକକୁ ଖସାଇବାକୁ ରାତାରାତି ହୋଇଥିଲା ଷଡ଼ଯନ୍ତ୍ର। ହେଲେ ଏହାକୁ ଧରିବାରେ ସଫଳ ହୋଇଛି ପୁଲିସ। ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇଥିବା ୨ ଡାକ୍ତରଙ୍କୁ ପୁଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ସାସୁନ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ(ସିଏମଓ) ଶ୍ରୀହରି ହାଲନୋର ଏବଂ ଫୋରେନସିକ୍‌‌ ମେଡିସିନ ବିଭାଗର ମୁଖ୍ୟ (ଏଚଓଡି) ଅଜୟ ତାଓଡେ। ଅଭିଯୁକ୍ତ ନିଶାସକ୍ତ ଥିବାବେଳେ ତାଙ୍କ ରକ୍ତ … Continue reading ପୁଣେ ପୋର୍ସେ କାର୍‌‌ ଦୁର୍ଘଟଣା ମାମଲାରେ ମିଳିଲା ନୂଆ ତଥ୍ୟ; ଅଭିଯୁକ୍ତକୁ ଖସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର, ରକ୍ତ ନମୁନା ବଦଳାଇଥିବା ୨ ଡାକ୍ତର ଗିରଫ