ଆସାମରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ । ସେଣ୍ଟ୍ରାଲ ଜୁ ଅଥରିଟି ଏହାକୁ ଅନୁମୋଦନ କରିଛି । ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ୱାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ ଆଡଜୁଟାଣ୍ଟ ଷ୍ଟର୍କ ନନ୍ଦନକାନନକୁ ଅଣାଯିବ । ପଶୁ ସଂଗ୍ରହରେ ୨ନୂଆ ପ୍ରଜାତି ସାମିଲ ହେବ । ବଦଳରେ ଆସାମକୁ ନନ୍ଦନକାନନ ଦେବ ୨ଟି ପେଣ୍ଟେଡ ଷ୍ଟର୍କ, … Continue reading ଆସାମରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି