ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର, ପାର୍ଥକ୍ୟ କେବଳ..

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ଯେ ପଶ୍ଚିମବଙ୍ଗର ଲୋକଙ୍କ ଜୀବନ ଦାର୍ଜିଲିଂ, ପୁରୀ ଏବଂ ଦୀଘାରେ ରହିଥାଏ। ଦାର୍ଜିଲିଂ ଓ ଦୀଘା ତ ସେଠାରେ ଅଛି, କିନ୍ତୁ ପୁରୀ ଓଡ଼ିଶାରେ ଅଛି। ତେଣୁ ପୁରୀକୁ ଏଠାରେ ସ୍ଥାପନ କରିବା ପାଇଁ ପୂର୍ବ ମିଦନାପୁର ଜିଲାର ଦୀଘାରେ ସମୁଦ୍ର କୂଳରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯାଉଛି। ଏହି ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିରର ଅନୁରୂପ ହେବ, ଯାହାକି ଭୋଗୀ ବ୍ରହ୍ମପୁର ମଉଜାର ୨୫ ଏକର ଜମିରେ ରାଜସ୍ଥାନର … Continue reading ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର, ପାର୍ଥକ୍ୟ କେବଳ..