ଆନ୍ତଃସେବା ସଂଗଠନ ଆଇନ ବିଜ୍ଞପ୍ତି ପ୍ରକାଶ
ଡେସ୍କ: ଆଜି ଆନ୍ତଃସେବା ସଂଗଠନ (କମାଣ୍ଡ, ନିୟନ୍ତ୍ରଣ ଓ ଶୃଙ୍ଖଳା) ଆଇନ ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ତଃସେବା ସଂଗଠନଗୁଡ଼ିକର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଏବଂ ଦକ୍ଷ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଆଇନ ଆନ୍ତଃ-ସେବା ସଂଗଠନର କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ପ୍ରତ୍ୟେକ ବ୍ୟକ୍ତିଗତ ସେବାର ଅନନ୍ୟ ସେବା ସର୍ତ୍ତାବଳୀରେ ବାଧା ସୃଷ୍ଟି ନକରି ଶୃଙ୍ଖଳା … Continue reading ଆନ୍ତଃସେବା ସଂଗଠନ ଆଇନ ବିଜ୍ଞପ୍ତି ପ୍ରକାଶ
Copy and paste this URL into your WordPress site to embed
Copy and paste this code into your site to embed