ଏକ୍ସରେ ଏଣିକି ଅଡିଓ ଏବଂ ଭିଡିଓ କଲ୍ ସମ୍ପୂର୍ଣ୍ଣ ମାଗଣା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ କ୍ଷେତ୍ର ଏକ୍ସ ଲଗାତର ଅପଡେଟ୍ ହେବାରେ ଲାଗିଛି । ପୂର୍ବରୁ ଏଥିରେ ପ୍ରିମିୟମ୍ ଉପଭୋକ୍ତାଙ୍କ ପାଇଁ ଅଡିଓ ଏବଂ ଭିଡିଓ କଲିଂ ବିକଳ୍ପ ଆସିଥିଲା । ଏବେ ଏକ୍ସର ମାଲିକ ଏଲନ ମସ୍କ ଏହି ସୁବିଧାକୁ ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରିଦେଇଛନ୍ତି । ଏହି ଅପଡେଟ୍ ସହିତ ଏକ୍ସ ଆକାଉଣ୍ଟର ୟୁଜର୍ସ ସିଧା ପ୍ଲାଟଫର୍ମ ମାଧ୍ୟମରେ ଅନ୍ୟ ଉପଭୋକ୍ତାଙ୍କୁ ମାଗଣାରେ କଲ୍ କରିପାରିବେ । କହିରଖୁଛୁ ଫେସବୁକ୍, ହ୍ବାଟ୍ସଅପ୍ ଭଳି … Continue reading ଏକ୍ସରେ ଏଣିକି ଅଡିଓ ଏବଂ ଭିଡିଓ କଲ୍ ସମ୍ପୂର୍ଣ୍ଣ ମାଗଣା