ବଜାରକୁ ଆସିଲା ଇ-ଅଟୋ, ମାତ୍ର ୧୫ ମିନିଟରେ ହେବ ଚାର୍ଜ

ନୂଆଦିଲ୍ଲୀ : ଆଜି କାଲି ସମସ୍ତେ ଇଲେକ୍ଟ୍ରିକ୍ ଗାଡି ଆଡେ ଅଧିକ ଅଗ୍ରସର ହେଉଛନ୍ତି । ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀମାନେ ମଧ୍ୟ ଭିନ୍ନ ଭିନ୍ନ ଇଲେକ୍ଟ୍ରିକ୍ ଗାଡି ବଜାରକୁ ନେଇଆସୁଛନ୍ତି । ଏହି କ୍ରମରେ ଏବେ ଏକ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ତିନିଚକିଆ ଗାଡି ବଜାରକୁ ଆସିଛି ଯାହା ମାତ୍ର ୧୫ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ । ଓମେଗା ସେକି ମୋବିଲିଟି ତୀବ୍ର ଗତିରେ ଚାର୍ଜ ହେଉଥିବା ଇଲେକ୍ଟ୍ରିକ୍ ୩ ଚକିଆ ପାଇଁ ଏକ୍ସପୋନେଣ୍ଟ … Continue reading ବଜାରକୁ ଆସିଲା ଇ-ଅଟୋ, ମାତ୍ର ୧୫ ମିନିଟରେ ହେବ ଚାର୍ଜ