ଶପଥ ସମାରୋହ: ୫ ଘଣ୍ଟାର ଟ୍ରାଫିକ୍ କଟକଣା, ସୁରକ୍ଷାରେ ରହିବେ ୬୭ ପ୍ଲାଟୁନ୍

ଭୁବନେଶ୍ଵର: ୧୨ ତାରିଖରେ ଭୁବନେଶ୍ଵର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି ।ଏଥିଲାଗି ଟ୍ରାଫିକ କଟକଣାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ସେହିଦିନ ଦିନ ୨ଟାରୁ ସନ୍ଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ୍ତର ରହିବ। ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡି ଚଳାଚଳ … Continue reading ଶପଥ ସମାରୋହ: ୫ ଘଣ୍ଟାର ଟ୍ରାଫିକ୍ କଟକଣା, ସୁରକ୍ଷାରେ ରହିବେ ୬୭ ପ୍ଲାଟୁନ୍